Monday 1 July 2024

ଭାବୁଛ କି ତୁମେ ଆଖି କାନ ପାଦରେ ଖୋଜିବି

ଭାବୁଛ କି ତୁମେ ଆଖି କାନ ପାଦରେ ଖୋଜିବି ହେ ଭାବ ବିନୋଦିଆ ସେ ତ୍ରୁଟି କରିବି ନାହିଁତ ଏଠି ସେଠି ସବୁଠି କେଉଁଠି ଯେ ତୁମେ ନ ଅଛ ହୃଦୟର ପଦ୍ମ ପାଖୁଡାରେ ଢାଙ୍କି ରଖି ଥାଏତ

No comments:

Post a Comment