Monday 1 July 2024

ଆଖି କାନ ଏହି ଦୁହିଁଙ୍କର କଥାରେ ପଡି

ଆଖି କାନ ଏହି ଦୁହିଁଙ୍କର କଥାରେ ପଡି ମୋ ନିଜ ମନ କଲା ମୋତେ ସାତ ପର ଚିହ୍ନ ଅଚିହ୍ନାଙ୍କର କଥା ନିରତ ଗୁଣୁ ଗୁଣୁ ହେ ଗୋବିନ୍ଦ ତୁମ ନିଜ ଆଡୁ କିଛି କର

No comments:

Post a Comment