Thursday 4 July 2024

ସନ୍ତାନ ଦେହଟି ଅସୁସ୍ଥ ହେଲେ

ସନ୍ତାନ ଦେହଟି ଅସୁସ୍ଥ ହେଲେ ମାଆର ଆତ୍ମାଟି କାନ୍ଦେ ବିକଳେ ମାଆ କାନ୍ଦିଲେ ବସୁଧା କମ୍ପଇ ଦିଅଁ ଦେବତା କାନ୍ଦନ୍ତି ସକଳେ

No comments:

Post a Comment