Thursday 4 July 2024

ଧାରଣା ଧ୍ୟାନ ସମାଧି ମୋ ଦ୍ୱାରା ନୁହଇଁ ସମ୍ଭବ

ଧାରଣା ଧ୍ୟାନ ସମାଧି ମୋ ଦ୍ୱାରା ନୁହଇଁ ସମ୍ଭବ ଦେହରେ ଏଗାର ଇନ୍ଦ୍ରିୟ କରନ୍ତି ମହା ଗୋଳ ପତିତପାବନ କହେ ଜଗନ୍ନାଥ ଅତୀବ ଉଦାର ହେ ଗୋବିନ୍ଦ ତରିଯାନ୍ତି ହଁ ରଖିଲେ ଭୁଜ ତଳ

No comments:

Post a Comment