Thursday 4 July 2024

ଆଖି କାନ ନାକ ମନ ଯେଉଁ ଖବର ଦିଅନ୍ତି

ଆଖି କାନ ନାକ ମନ ଯେଉଁ ଖବର ଦିଅନ୍ତି ସେ ସବୁ କର୍ମ ଇନ୍ଦ୍ରିୟମାନଙ୍କୁ କରନ୍ତି ଚଞ୍ଚଳ ନିଶ୍ଵାସ ପ୍ରଶ୍ୱାସରେ ଯେଉଁ ହଂସଟି ଖେଳଇ ତା ଡାକକୁ ଅଜପା କଲେ ମନ ହୁଏ ନିଶ୍ଚଳ

No comments:

Post a Comment