Wednesday 3 July 2024

ଏକଇ ବୋଲିଣ ଅତି ଅଲିଅଳି ସହୋଦରୀ

ଏକଇ ବୋଲିଣ ଅତି ଅଲିଅଳି ସହୋଦରୀ ଦୁଇ ଭ୍ରାତାଙ୍କ ମଧ୍ୟରେ ବସଇ ହଳଦୀ ମୁହିଁ ଦଶ ମହାବିଦ୍ୟା ତାରା ପଦ୍ମ ଧାରିଣୀ ଲକ୍ଷ୍ମୀ ଶରଣ ଗଲେ ସୁଲଭ ଭ୍ରାତାଙ୍କ ଭୁଜ ଛାଇ

No comments:

Post a Comment