Friday 5 July 2024

ହେ ମଣିମା କୁହନ୍ତୁ ଆପଣଙ୍କ ଶ୍ରୀମୁଖରେ

ହେ ମଣିମା କୁହନ୍ତୁ ଆପଣଙ୍କ ଶ୍ରୀମୁଖରେ ସତେ ଆପଣ କେତେ ଯେ ପାଆନ୍ତି ଭଲ ଜୀବନ ଜଞ୍ଜାଳରେ ମୁଁ ବହୁତ ଥକି ପଡିଛି ହେ ଗୋବିନ୍ଦ ନିତି ନିତି ଗୁନ୍ଥି ପୂଜା ଫୁଲ

No comments:

Post a Comment