Friday 5 July 2024

ସତ୍ୟ ଧର୍ମ ନିଷ୍କାମ ପଥରେ କିଏ ସେ ଚାଲିବ

ସତ୍ୟ ଧର୍ମ ନିଷ୍କାମ ପଥେ ସେ ଚାଲି ପାରିବ ସେହିଁ ପଥ ଧର୍ମ ରକ୍ଷା ଖଡ୍ଗର ତୀକ୍ଷଣ ଧାର ହୃଦୟ କମଳେ ଯେ ସେବି ଥିବ ରାଧା ପାଦ ଯଦି ପାଦ ତଳେ ଗୋବିନ୍ଦ ହସ୍ତ ରଖେ ତାର

No comments:

Post a Comment