Saturday 6 July 2024

ଯେତେ କାନ୍ଦିଲେ ଯେତେ ମୁଣ୍ଡକୁ ପିଟିଲେ

ଯେତେ କାନ୍ଦିଲେ ଯେତେ ମୁଣ୍ଡକୁ ପିଟିଲେ ଶବ ନ ଉଠେ ଜଗି ବସିଲେ ଶହେ ବରଷ ଆଖି କାନ ହୃଦ ସବୁ ସମର୍ପଣ କରିଦେଲି ଗୋବିନ୍ଦ ଚିତ୍ର ଗୋଟି ହୋଇବ କି ହରଷ !

No comments:

Post a Comment