Friday 5 July 2024

ତୋ ପାଞ୍ଚ ଭୃତ୍ୟ ମୋ ଜୀବନ

ତୋ ପାଞ୍ଚ ଭୃତ୍ୟ ମୋ ଜୀବନ ବାୟୁ ଜଳ ଅଗ୍ନି ଭୂମି ଆକାଶ ତୋ ଦୁଇ ଆଖି ମୋ ଜ୍ୟୋତି ରବି ସୁଧାକର ନିତ୍ୟ ପ୍ରକାଶ

No comments:

Post a Comment