Wednesday 3 July 2024

ଦେବ ଦେବ କି ଉପମାଟିଏ ଆଗୋ ରାଧିକେ

ଦେବୁ କି ଗୋବିନ୍ଦଙ୍କ ଉପମାଟିଏ ଆଗୋ ରାଧିକେ ମୁହିଁ ଯଦି କେବେ ଗୋବିନ୍ଦଙ୍କୁ ଜୀବନରେ ଭେଟେ କେହି ବି ତୋ ଠାରୁ ଏତେ ପାଖେ ପାଇ ନ ଥିବେ ବାହାନା କରି ନିତି ନିତି ଯା ତୁମେ ଯମୁନା ଘାଟେ

No comments:

Post a Comment