Thursday 4 July 2024

ଧନ୍ୟ ମହା ଧନ୍ୟ ଧନ୍ୟ ହୋଇଗଲି ହେ ମଧୁସୂଦନ

ଧନ୍ୟ ମହା ଧନ୍ୟ ଧନ୍ୟ ହୋଇଗଲି ହେ ମଧୁସୂଦନ ଏହି ମର ଶରୀରେ ଲଭିଣ ତୋହର ଅପୂର୍ବ ଦର୍ଶନ ଆହାଃ କି ମଧୁର ରୂପ ଗୋଟି କି ମଧୁର ଧିର ଚାଲି ଆହାଃ କେଡେ ଉଦାର ଉଦାର ହେ ପତିତପାବନ

No comments:

Post a Comment