Thursday 1 August 2024

ଓଁ ନମୋ ନମସ୍ତେ ମାଆ ଗୋ ଭୁବନେଶ୍ୱରୀ

ଓଁ ନମୋ ନମସ୍ତେ ମାଆ ଗୋ ଭୁବନେଶ୍ୱରୀ ମଙ୍ଗଳମୟ ହେଲେ ଶିଵ ଲଭି ତୋ ସାନ୍ନିଦ୍ଧ ଅଧାରୁ ଅଧିକ ମୋ ଶୟନେ ବିତିଲା ମାଆ ସ୍ୱପ୍ନରେ ବି ଦର୍ଶନ ନ ଦେଲୁ ହୋଇଲି ବୃଦ୍ଧ

No comments:

Post a Comment