Sunday 11 August 2024

ଶ୍ରୀମଧୁସୂଦନର ଘରେ ଚାଲ ଯିବାରେ ମନ

ଶ୍ରୀମଧୁସୂଦନର ଘରେ ଚାଲ ଯିବାରେ ମନ ସବୁ କିଛି ସେଠି ମଧୁର ମଧୁର ଅତି ମଧୁର ତା ବଂଶୀ ସ୍ଵନ ଶୁଭିବା ଯାଏ ରହି ପାରିଲେ ତୁ ନ ଫେରିବା କହିବୁ ଏମିତି ହେବୁ ଅଧିର

No comments:

Post a Comment