Monday 5 August 2024

ମୁହିଁ ଯଦି ମୂର୍ତ୍ତି ଗଢି ଜାଣିଥାଆନ୍ତି ମୋ ସଙ୍ଗାତରେ

ମୁହିଁ ଯଦି ମୂର୍ତ୍ତି ଗଢି ଜାଣିଥାଆନ୍ତି ମୋ ସଙ୍ଗାତରେ ଦେଖାନ୍ତି ତୋତେ ମନର ମୋହନ କେଡେ ସୁନ୍ଦର ଯାହାର ବଂଶୀ ସ୍ଵନରେ ଶ୍ରୀରାଧା ହେଲେ ବାଉଳି ଚକାଡୋଳା ହୋଇ ଯିଏଟି ବସିଅଛି ନୀଳ କନ୍ଦର

No comments:

Post a Comment