Saturday 3 August 2024

ଅନାଥ ନାଥକୁ ଯିଏ ସେ ଅଧା ଗଢା କରି ଗଢିଲା

ଅନାଥ ନାଥକୁ ଯିଏ ସେ ଅଧା ଗଢା କରି ଗଢିଲା ମାଆ ଗୋ କମଳିନୀ କିବା ଦେଲୁ ତାରେ ପାଉଣା ସେହି ପରମ ବୈଷ୍ଣବ ପତିତର କଲ୍ୟାଣ ଚିନ୍ତିଲା ଚିତ୍ତ ସ୍ଥିର କଲା ଟାହିଆ ତୁଳସୀ ସେବତୀ ଦୟଣା

No comments:

Post a Comment