Tuesday 6 August 2024

ଜନକୀ ବର ନାମ ବୁନ୍ଦାକୁ କାନରେ ପକେଇଲେ

ଜନକୀ ବର ନାମ ବୁନ୍ଦାକୁ କାନରେ ପକେଇଲେ ଆଙ୍ଗୁଠି ଓଠ କଣ୍ଠ ହୃଦୟ ସବୁ ଲାଗେ ମିଠା ମିଠା ରାଧା ବର ନାମ ବୁନ୍ଦାକୁ କାନରେ ପକେଇଲେ ବସିଥିବା ବିଛଣା ପାଦରେ ବୋଳେ ପ୍ରେମ ଅଠା

No comments:

Post a Comment