A flower with 4 petals
Tuesday, 15 October 2024
ଦୃଷ୍ଟି ଶ୍ରବଣ ଆଘ୍ରାଣ ସ୍ପର୍ଶ ସ୍ୱାଦ ପାଞ୍ଚ ସଖା
ଦୃଷ୍ଟି ଶ୍ରବଣ ଆଘ୍ରାଣ ସ୍ପର୍ଶ ସ୍ୱାଦ ପାଞ୍ଚ ସଖା ଗୋବିନ୍ଦ ହେ କରି ନ ପାରିଲେ ତୁମ ଠାବ ବୁଦ୍ଧି ସତ୍ୟ ଧର୍ମ ଦୟା ପଥରେ ଖୋଜୁଅଛି ମନ ବୈଷ୍ଣବଙ୍କ ସାଙ୍ଗରେ ଲଗାଇଛି ଭାବ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment