Sunday, 20 October 2024

ଦେହ ରୋଗ ବଳ ଅର୍ଥ ଆୟୁ ଜୀବନ ହରେ

ସ୍ଵଦେହରେ ରୋଗ ବଳ ଅର୍ଥ ଆୟୁ ଜୀବନ ହରିବ ତେଣୁ ମୋହର ପରମ ଶତ୍ରୁ ମୋହର ନିଜ ଦେହ ମୁହିଁ ମୋହର ବୋଲିଣ ଅହଙ୍କାର କୁହାଟ ମାରେ ଶଶ୍ମାନ ଜୁଇରେ ଶୋଇବ ତୁଟାଇ ସକଳ ମୋହ

No comments:

Post a Comment