A flower with 4 petals
Saturday, 19 October 2024
ଅଧା ଗଢା ଯେବେ ଲଭେ ମାଆ କୋଳ ପରିପୂର୍ଣ୍ଣ
ଅଧା ଗଢା ଯେବେ ଲଭେ ମାଆ କୋଳ ପରିପୂର୍ଣ୍ଣ ପରିପୂର୍ଣ୍ଣ ହୁଏ ଅଖିଳ ବ୍ରହ୍ମାଣ୍ଡ ଅଶେଷ ଆନନ୍ଦରେ ଆନନ୍ଦରେ ପରିପୂର୍ଣ୍ଣ ହୁଏ ମୋର ଏ ଦୁଃଖି ହୃଦୟ ଦୁଃଖି ହୃଦପଦ୍ମ ପୁଷ୍କରିଣୀ ପରିପୂର୍ଣ୍ଣ ଛନ୍ଦା ପାଦରେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment