Sunday, 13 October 2024

ଦେହକୁ ଥୋଇଲି ସିନା ତୁମ୍ଭ ପଦ୍ମ ପାଦରେ

ଦେହକୁ ଥୋଇଲି ସିନା ତୁମ୍ଭ ପଦ୍ମ ପାଦରେ ଗୁରୁଦେବ ହେ ମନ ମୋ ଯାଇଛି ଗାଧୋଇ ସକଳ ଇନ୍ଦ୍ରିୟମାନେ ମୋ ପାଖରେ ଅଛନ୍ତି ମନ ମୋର ବୋଲ ନ ମାନେ ବଡ ବାଧଇ

No comments:

Post a Comment