Saturday, 12 October 2024

ଗୋବିନ୍ଦ ପାଦ ସ୍ପର୍ଶ ଥରୁଟେ ପାଇଲେ

ଗୋବିନ୍ଦ ପାଦ ସ୍ପର୍ଶ ଥରୁଟେ ପାଇଲେ ରସନା ବାସନା ଲଭିବେ ପରମ ତୃପ୍ତି ନିଦ୍ରା କ୍ଷୁଦ୍ରା ତୃଷା ଆଉ ପୀଡ଼ିବେ ମନ ଅଭାବୀ ମନ ଲଭିବୁ ଗୋବିନ୍ଦ ପ୍ରୀତି

No comments:

Post a Comment