Wednesday, 23 October 2024

ପଦ୍ମ ପାଦକୁ ଥୋଇଣ ଏହି ପତିତ ହୃଦୟରେ

ପଦ୍ମ ପାଦକୁ ଥୋଇଣ ଏହି ପତିତ ହୃଦୟରେ ମୋ ଆପଣା ସ୍ୱାମୀ ବସିଲେ ନୟନ ପଥରେ ଦେହ ମନ ବଚନ ସବୁ ସାଇରାମ ଉଚ୍ଚାରିଣ ଅନାଥକୁ ଟାଣିନେଲେ ନନ୍ଦୀଘୋଷ ରଥରେ

No comments:

Post a Comment