ତନ୍ମାତ୍ର ତୁମ୍ଭେ ସ୍ପର୍ଶରେ ବିନ୍ଦୁ ରେଖା ଅକ୍ଷର ଅଣଚାଶ
ଓଁକାର ତୁମ୍ଭେ ସ୍ପର୍ଶରେ ପଞ୍ଚ ତତ୍ତ୍ୱ ପଞ୍ଚ ବେଦ ପ୍ରକାଶ
ଜ୍ଞାନ ତୁମ୍ଭେ ସ୍ପର୍ଶରେ ଅଣୁ ରେଣୁ ସକଳ ପରିପ୍ରକାଶ
ବ୍ରହ୍ମାନନ୍ଦ ତୁମ୍ଭେ ସ୍ପର୍ଶରେ ରୋମାଞ୍ଚିତ ସକଳ ବିକାଶ
"ଅଭୁଲା ଦିନ ଭାରି ମନେପଡୁଛି କିଏ ବା ଆଉ କାହାକୁ ମନେ ରଖିଛି ପୁନେଇ ଜହ୍ନ ଟା ଆସିଲା ଫେରି ମା ମୋର ଚାଲିଗଲା ଆଉ ଆସିଲା ନାହିତ ଫେରି"-- Sumati
No comments:
Post a Comment