Tuesday, 29 October 2024

କଳା ଧଳା ଦୁଇଟି ଭାଇ ସଙ୍ଗେ କନକ ଅଙ୍ଗ ଭଉଣୀଟିଏ

କଳା ଧଳା ଦୁଇଟି ଭାଇ ସଙ୍ଗେ କନକ ଅଙ୍ଗ ଭଉଣୀଟିଏ କେଡେ ଅପୂର୍ବ ଭାଗ୍ୟ ସଂସାର ହାଟରେ ଦିନେ ଭେଟିଲି ପୂଜାବେଦି ତେଜି ଅଧାଗଢା ପତିତ ହୃଦୟରେ ବସିଲେ କେଡେ ସେ ଉଦାର କଟାକ୍ଷ ବାତ୍ସଲ୍ୟ ଭାବରେ ଭାସିଲି

No comments:

Post a Comment