Tuesday, 29 October 2024

ପାଞ୍ଚ ଭୂତଙ୍କ ମେଳରେ ମୋର ଜୀବ ଜୀବନକୁ ବସାଇ

ପାଞ୍ଚ ଭୂତଙ୍କ ମେଳରେ ମୋର ଜୀବ ଜୀବନକୁ ବସାଇ ପ୍ରିୟ ସଖିରେ କାହିଁଗଲେ ସେହି ମଧୁର ମୁରଲୀ ଫୁଙ୍କା ଷୋଳ ଷୋଳ ସହଶ୍ର ଗୋପିକା ଗୋଟିଏ ଶ୍ୟାମନାଗର ପ୍ରିୟ ସଖିରେ ତା ଅପେକ୍ଷାରେ ଚାହାଁଣି ହୋଇଲା ବଙ୍କା

No comments:

Post a Comment