A flower with 4 petals
Sunday, 20 October 2024
ଶିଶୁ ସମ ସୁଶାନ୍ତ କଲି ଚତୁର ଶୃଗାଳ ମହାଧୃତ ବୁଦ୍ଧିକୁ
ଶିଶୁ ସମ ସୁଶାନ୍ତ କଲି ଚତୁର ଶୃଗାଳ ମହାଧୃତ ବୁଦ୍ଧିକୁ ଯଥା ଭକ୍ତିରେ ଚିନ୍ତିଲି ପଦ୍ମ ପାଦ ସନ୍ତାନ ଡାକୁଛି ଆସ ଗେଣ୍ଡା ସମ ଧିର କଲି ଚପଳା ଚଞ୍ଚଳ ମନକୁ ମୋହର ହେ ବିଶ୍ୱନାଥ ଜଗନ୍ନାଥ ମୋର ହୃଦୟ କମଳରେ ହସ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment