A flower with 4 petals
Monday, 21 October 2024
କର୍ଣ୍ଣରେ ଶୁଣିଅଚ୍ଛି ମହାଲକ୍ଷ୍ମୀ ଅଶେଷ କରୁଣା ଭଣ୍ଡାର
କର୍ଣ୍ଣରେ ଶୁଣିଅଚ୍ଛି ମହାଲକ୍ଷ୍ମୀ ଅଶେଷ କରୁଣା ଭଣ୍ଡାର ଧନ୍ୟ ମଣେ ଏ ଜୀବନ ମାଆ କରି ତୋ ଚରଣ ବନ୍ଦନ ମୋର ସାମର୍ଥ ଅନୁସାରେ ମାଆ କରେ ତୋତେ ଧ୍ୟାନ ଅତି ମୂର୍ଖ ଅତି ପାପୀ ମୁହିଁ ତୋର ଏକ ଅଧମ ସନ୍ତାନ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment