A flower with 4 petals
Monday, 14 October 2024
ହେ ଦ୍ଵନ୍ଦାତୀତ ନୀଳ ନିର୍ମଳ ଶରଦ ଆକାଶର ସୁଧାକର ଜୋତ୍ସନା
ହେ ଦ୍ଵନ୍ଦାତୀତ ନୀଳ ନିର୍ମଳ ଶରଦ ଆକାଶର ସୁଧାକର ଜୋତ୍ସନା ଉଦାର ମଧୁର ଗୋବିନ୍ଦ ବୈଷ୍ଣବ ଜୟଦେବଙ୍କୁ ଦ୍ଵନ୍ଦରୁ କଲ ମୁକ୍ତ ହେ ଛିଦ୍ରମୁକ୍ତ ଅଶେଷ ପ୍ରଶାନ୍ତି ନିଳୟ ଗୋଧୂଳି ଅରୁଣ ରୋମାଞ୍ଚ ଅଚିନ୍ତ୍ୟ ଅଲେଖ ବ୍ରହ୍ମ ସନ୍ଥ ଭୀମଙ୍କୁ କଲ ସୁଦୃଢ ପାଦରେ ଯୁକ୍ତ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment