A flower with 4 petals
Saturday, 12 October 2024
ଅଶୋକ ବନରେ କିଏ ତୁ ଜପୁଛୁରେ ମଧୁର ରାମ ନାମ
ଅଶୋକ ବନରେ କିଏ ତୁ ଜପୁଛୁରେ ମଧୁର ରାମ ନାମ ଏ ଅତି ଦୁଃଖି ଜାନକୀ ପ୍ରାଣକୁ ହରି ଚନ୍ଦନଠାରୁ ଶୀତଳ ଦେଖିଛୁକି ତୋ ନିଜ ଚକ୍ଷୁରେ ସନ୍ଥ ତୁଳସୀ ହୃଦ ଚନ୍ଦନ ଏ ଅଭାଗିନୀ ଆଉକି ଭେଟିବ ଛୁଇଁଦିଏ ତୋ ପାଦତଳ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment