Thursday, 24 October 2024

ଅହଙ୍କାରକୁ ଦେହରେ କବାଟ କିଳି ଆସିଛି

ଅହଙ୍କାରକୁ ଦେହରେ କବାଟ କିଳି ଆସିଛି ହେ ଗୋବିନ୍ଦ ତା ସାଙ୍ଗରେ ନ ପାରିବି ଚଳି ହେ ଅଧମକୁ ଶ୍ରୀଚରଣରେ ଦିଅଟି ଆଶ୍ରୟ ସତ୍ୟ ଧର୍ମ ଦୟା କ୍ଷମା ସଙ୍ଗେ କରେ କଳି

No comments:

Post a Comment