Saturday, 12 October 2024

ଅତି ସୁଦୀର୍ଘ ପ୍ରସସ୍ଥ କପୋଳ ଅବା ସୁନୀଳ ଗଗନ

ଅତି ସୁଦୀର୍ଘ ଅତି ପ୍ରସସ୍ଥ କପୋଳ ଅବା ସୁନୀଳ ନଭ ତ୍ରିଶାଖା ବିଲ୍ୱପତ୍ର ଭସ୍ମ କୁଙ୍କୁମ ପ୍ରଲେପିତ ତିନି ଧାର ଅତିବ ପ୍ରଶାନ୍ତ ହୋଇଗଲା ବସୁଆ ବଳଦର ମାନସ ଦ୍ୱାର ଆଣ୍ଠୁ ମାଡି ଜପେ ତ୍ରାହି ମାଂ ତ୍ରାହି ମାଂ ହର

No comments:

Post a Comment