Sunday, 20 October 2024

ଗେଣ୍ଡା ସମ ଧିର କଲି ଚପଳା ଚଞ୍ଚଳ ମନକୁ ମୋହର

ଗେଣ୍ଡା ସମ ଧିର କଲି ଚପଳା ଚଞ୍ଚଳ ମନକୁ ମୋହର ମାଆ ଗୋ ମହାଲକ୍ଷ୍ମୀ ମୋ ହୃଦୟ ପଦ୍ମରେ କର ବାସ ଶିଶୁ ସମ ସୁଶାନ୍ତ କଲି ଚତୁର ଶୃଗାଳ ମହାଧୃତ ବୁଦ୍ଧିକୁ ଯଥା ଭକ୍ତି ପୂଜିଲି ପାଦପଦ୍ମ ତୋ ସନ୍ତାନ ଡାକୁଛି ଆସ

No comments:

Post a Comment