Tuesday, 22 October 2024

ମୁହିଁ ଯାହାକୁ କେବଳ ପାଷାଣୀ ମାଆଟିଏ

ମୁହିଁ ଯାହାକୁ କେବଳ ପାଷାଣୀ ମାଆଟିଏ ବୋଲି ଭାବୁଥିଲି ଶିଶୁକନ୍ୟା ହୋଇ ସୁମତି କୋଳରେ ଶୋଇ ପିଇଲା କ୍ଷୀର ମୁହିଁ ଯାହାକୁ ଭାବୁଥିଲି କେବଳ ଛଣ ମାଟି ରଙ୍ଗ ମା ଲକ୍ଷ୍ମୀ ସିରିଆକୁ କୋଳକୁ ଟାଣିନେଇ ପଦ୍ମକରେ ଆଉଁସିଲା ଶିର

No comments:

Post a Comment