Wednesday, 30 October 2024

ଏକ କ୍ଷୁଦ୍ର ଅଳି ତୁମ୍ଭରି ଶ୍ରୀଛାମୁରେ ହେ ମହାବାହୁ

ଏକ କ୍ଷୁଦ୍ର ଅଳି ତୁମ୍ଭରି ଶ୍ରୀଛାମୁରେ ହେ ମହାବାହୁ ଏହି ମୋ ଦେହେ ନ ଥାଉ ଭାବଟି ନର କି ନାରୀ ତୁମ୍ଭରି ବଂଶୀ ବଦନ ଛନ୍ଦା ପଦାକୁ ସଦା ଚିନ୍ତୁଥିବି ବୈଷ୍ଣବଙ୍କ ପିଣ୍ଢାରେ ଶୋଇ ଶୁଣୁଥିବି ହରି ହରି

No comments:

Post a Comment