A flower with 4 petals
Thursday, 24 October 2024
ବଡ ଅସହାୟ ଜୀବଟିଏକୁ ଆହାଃ ପଦେ କହିଦେଲି
ବଡ ଅସହାୟ ଜୀବଟିଏକୁ ଆହାଃ ପଦେ କହିଦେଲି ଭାବଟି ଶ୍ରୀଗୋବିନ୍ଦଙ୍କ ପାଦରେ ହେଲା ପୂଜା ଫୁଲ ଏଡିକି ସନ୍ତୋଷ ମଣିବେ ପ୍ରଭୁ ମୁହିଁ ଜାଣିତ ନ ଥିଲି ଅଦେଖା ପାଦରେ ଚାଲି ଆସିଥିଲେ ଦେବାକୁ ମୂଲ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment