A flower with 4 petals
Saturday, 12 October 2024
ମୋତେ ସକଳ ଶାପରୁ ମୁକ୍ତ କର ଜଗତ୍ଜଜନୀ
ମୋତେ ସକଳ ଶାପରୁ ମୁକ୍ତ କର ଜଗତ୍ଜଜନୀ ମାଆ ଗୋ ମୋହର ସକଳ ପାପ କର ଦହନ ଭବ ଜଳରେ ପହଁରି ମାଆ ଅତି ଥକି ଯାଇଛି ଶାପ ପାପ ଭାର ଆଉ କରି ନ ପାରେ ବହନ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment