Monday, 14 October 2024

ନର ହେଉ ଅବା ନାରୀ

ଓଦା ଚକଟା ମାଟିରେ ନ ଥାଏ ମୂର୍ତ୍ତି ଶୁଖିଲା ଛାଞ୍ଚ ଦିଏ ଅଶେଷ ଆକାର ପଞ୍ଚ ଗୋଟି ତତ୍ତ୍ୱରେ ଜୀବ ନ ଥାଏ ସକଳ ଚରାଚର ବ୍ରହ୍ମାନନ୍ଦ ଓଁକାର

No comments:

Post a Comment