Saturday, 12 October 2024

ଗୋବିନ୍ଦଙ୍କ ଛନ୍ଦାପାଦରେ ଚିତ୍ତ ସ୍ଥିର ରଖ ମନ

ଗୋବିନ୍ଦଙ୍କ ଛନ୍ଦାପାଦରେ ଚିତ୍ତ ସ୍ଥିର ରଖ ମନ ସଂସାର ରସନା ବାସନା ହୋଇବେ ଅତି ତୁନି ସୁବୁଦ୍ଧିକୁ ନ ଦେବେ ବାଧା ଅହଂ ଲୋଭ ଇର୍ଷା ମୋ ଅଭାବୀ ମନରେ ସଂସାରେ ହେବୁ ଧନୀ

No comments:

Post a Comment