Sunday, 27 October 2024

ଶ୍ରୀରାଧା ଶ୍ରୀପତି ନାମକୁ ଭାବିଲି କଦଳୀ ପଟୁଆ

ଶ୍ରୀରାଧା ଶ୍ରୀପତି ନାମକୁ ଭାବିଲି କଦଳୀ ପଟୁଆ ବିନ୍ଦୁ ମାତ୍ରା ଅଣଚାଶ ଅକ୍ଷର ଭାବିଲି ମଲ୍ଲି ଫୁଲ ମନ ଅଗଣାରେ ଭକ୍ତି ସିଞ୍ଚି ଦୁଇଟି ମାଳା ଗୁନ୍ଥିଲି ଛନ୍ଦା ପାଦରେ ଅଧିଆ ସତେ କିବା ମିଳିବ ମୂଲ

No comments:

Post a Comment