Sunday, 20 October 2024

ଚିଲ ପେଚା ବଣି ପାରା କୋକିଳ ଚାଷ ବାସ ନାହିଁ ତାଙ୍କର

ଚିଲ ପେଚା ବଣି ପାରା କୋକିଳ ଚାଷ ବାସ ନାହିଁ ତାଙ୍କର ହେ ଉଦାର ଗିରିଟେକା ସକଳେ ମହାବାହୁ ତଳେ ଆଶ୍ରିତ ସରଳ ନିଷ୍ପାପ ବୋଲି ଲାଗି ଖଞ୍ଜି ଦେଇଛୁ ସୁଷମ ଅବଢ଼ା ହେ ମଧୁର ବଂଶୀଧର ଶ୍ରୀମୁଖ ଚାହିଁ ସରିଗଲା ଏ ପତିତ

No comments:

Post a Comment