Saturday, 12 October 2024

ଅସରନ୍ତି ସୁଧା କଳସୀ ସେହି ମଧୁର ଗୋବିନ୍ଦ ରୂପ

ଅସରନ୍ତି ସୁଧା କଳସୀ ସେହି ମଧୁର ଗୋବିନ୍ଦ ରୂପ ଅଭାବୀ ହୃଦୟରେ ଥୋଇ ମୋ ମନରେ ଦେଖୁଥା ଅପାଶୋରା ରୋମାଞ୍ଚ ସେହି ଗୋବିନ୍ଦ ପାଦ ସ୍ପର୍ଶ ସଂସାର ଜଞ୍ଜାଳ ଆଡେଇ କୃଷ୍ଣଲୀଳାରେ ରସୁଥା

No comments:

Post a Comment