ଏଠି ଜଣେ କାହାକୁବି ଜଣାନାହିଁ ଫେରିବାର ଠିକଣା
ସେ ଲାଗି ଭୁଇଁରେ ପଡିବା କ୍ଷଣି କାନ୍ଦନ୍ତି କୁଆଁ କୁଆଁ
ଆଦିମାତା ହୋଇ ମାଆ ଗୋ ହେଲୁ ପାଷାଣ ମୂର୍ତ୍ତି
ସେ ଲାଗି ଆଖି ବୁଜିଦେଲେ ମୁହଁରେ ଦିଅନ୍ତି ନିଆଁ
"ତୋ ଆଗର ଲୁହଟିକେ ଦେଲେ ମୁଁ ଗଡେଇ ମା ମୋର ଜମା ମୋତେ ପାରେ ନା ଆଡେଇ କାନ୍ଦି ଦିଏ ଯେବେ ମୁ ଟିକେ . ଧକେର ମାଁ ମୋର ଆସି ନିଏ ତ କୋଳେଇ"-Sumati
No comments:
Post a Comment