Monday, 14 October 2024

କେବଳ ଜୀବ ଦୁଃଖ ନିବାରଣେ ଶାନ୍ତି ବିତରଣେ

କେବଳ ଜୀବ ଦୁଃଖ ନିବାରଣେ ଶାନ୍ତି ବିତରଣେ ହେ ଅନନ୍ତଶୟନ ବାସୁଦେବ ତୋର ବିବିଧ ରୂପ ଚନ୍ଦ୍ରଶେଖର ଚୂଡ଼ା ସୁଶୀତଳ ଜାହ୍ନବୀ ଧାରା ତୃପ୍ତି ହେ ଚକାଡୋଳା ଅପଲକ ଚିଦାନନ୍ଦ ମାଆ ବାପ

No comments:

Post a Comment