Monday, 28 October 2024

ପୃଥକ ପୃଥକ କରି ମୁହିଁ କିଛି ହିଁ ପାର୍ଥକ୍ୟ ନ ପାଇଲି

ପୃଥକ ପୃଥକ କରି ମୁହିଁ କିଛି ହିଁ ପାର୍ଥକ୍ୟ ନ ପାଇଲି ଥକା ହୋଇ ଶ୍ରୀଗୋବିନ୍ଦଙ୍କ ପାଦରେ ନେଲି ଆଶ୍ରୟ ସେହି ଆଶ୍ରୟ ହେଲା ମୋହର ଲାଗି ପ୍ରଶାନ୍ତି ନିଳୟ ଏହି ପତିତ ଛନ୍ଦାପାଦ ଲଭି ଭୁଲିଲା ସଂସାର ବିଷୟ

No comments:

Post a Comment