Saturday, 19 October 2024

ଶ୍ରୀକ୍ଷେତ୍ରରୁ ମୋତେ ଡୋରି ଲାଗିଲାରେ ପ୍ରାଣ ମିତଣୀ

ଶ୍ରୀକ୍ଷେତ୍ରରୁ ମୋତେ ଡୋରି ଲାଗିଲାରେ ପ୍ରାଣ ମିତଣୀ ଭକ୍ତି ଶ୍ରଦ୍ଧା ଯାହା ଘରେ ଅଛି ସବୁ ଗଣ୍ଠିଲିଟିଏ କରିଦେ କାଳେ ପାପ ଚକ୍ଷୁକୁ ଦୃଶ୍ୟ ନ ହେବେ ମନର ମୋହନ ମାତା ପିତା ଗୁରୁ ଗୋରୁ ସେବା ପୂଣ୍ୟ ସବୁକୁ ଭରିଦେ

No comments:

Post a Comment