Thursday, 24 October 2024

ପାଣି ଫୋଟକା ଆୟୁଷକୁ ମୋର ଏହି ରୋଗୀଣା ଦେହ

ପାଣି ଫୋଟକା ଆୟୁଷକୁ ମୋର ଏହି ରୋଗୀଣା ଦେହ ହରି ହେ ଏଗାର ଜଣ ଇନ୍ଦ୍ରିୟମାନଙ୍କର ଅନେକ ମୋହ ସମ୍ପୂର୍ଣ୍ଣ ଅଜ୍ଞାନ କ୍ଷୀଣ ବୁଦ୍ଧି ଚକ୍ଷୁରେ ଏକ ଅଧାଗଢା ଦିଅଁ ହରି ହେ ଭଵ ନାଉରି ଅନ୍ୟଥା ଶରଣକୁ ଲାଗଇ ଭୟ

No comments:

Post a Comment