A flower with 4 petals
Tuesday, 15 October 2024
ଯେଣେ ଚାହିଁଦେଲେ ମୁହିଁ ଦେଖଇ ତୁମ୍ଭ ଚକାଡୋଳା
ଯେଣେ ଚାହିଁଦେଲେ ମୁହିଁ ଦେଖଇ ତୁମ୍ଭ ଚକାଡୋଳା ହେ ଅନ୍ତରତମ ଯେହ୍ନେ ସାରା ଆକାଶରେ ଏକ ଜହ୍ନ ତୁମ୍ଭଙ୍କୁ ଛାଡିଦେଲେ ଏ ସଂସାର ମୋ ଲାଗି ଅଳିଆ ହେ ଅନ୍ତରତମ ଛନ୍ଦାପାଦରେ ଥୋଇଛି ମୋର ମନ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment