A flower with 4 petals
Saturday, 19 October 2024
ଆଉଥରେ ଆସ ମୋର ସପନରେ
ଆଉଥରେ ଆସ ମୋର ସପନରେ ଆସ ମୋର ଅତି ପାଖକୁ ସଦା ସଦା ଶ୍ରୀଲକ୍ଷ୍ମୀ ହୃଦୟବାସା ଦୃଶ୍ୟ ହୁଅ ଏହି ଚର୍ମ ଚକ୍ଷୁକୁ ଆଉଥରେ ଲଭିବିକି ମହାପତିତ ଏହି ଅପୂର୍ବ ନର କଳେବର ହେ ପରମ ପୁରୁଷ ଶ୍ରୀହରି ମନଭରି ଦେଖିବ ଅର୍ଜୁନ ସଖାକୁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment