Sunday, 27 October 2024

ତାହାରି ମଧୁର ନାମ କାନରେ ପଡିଲେ

ତାହାରି ମଧୁର ନାମ କାନରେ ପଡିଲେ ସତ ମୁହିଁ କହୁଛି ବୁଢାଟିଏ ହୁଏ ଟୋକା ତାହା ନାମ ସଂକୀର୍ତ୍ତନରେ ଥରେ ନାଚ ଆହାଃ କି ମହିମାମୟ ସେ ଗିରି ଟେକା

No comments:

Post a Comment